ଏହି ରିଡମି ଫାଇଲର ଶେଷ ଅପଡେଟ୍ଗୁଡିକ ପାଇଁ,ଦେଖwww.openoffice.org/welcome/readme.html
ପ୍ରିଯ ଉପୟୋଗକର୍ତ୍ତା
ଏହି ପୋଗ୍ରାମ ବିଷଯରେ ଗୁରିତ୍ବପୂର୍ଣ୍ଣ ସୂଚନା ଏହି ଫାଇଲରେ ଅଛିଦଯାକରି କାର୍ୟ୍ଯ ଆରମ୍ଭ କରିବା ପର୍ବରୁ ଏହି ସୂଚନାକୁ ଭଲଭାବରେ ପଢନ୍ତୁ
ଓପନ ଅଫିସ.org ଗୋଷ୍ଠୀ, ଏହି ଦ୍ରବ୍ଯର ଉନ୍ନତି ପାଇଁ ଦାଯୀ ଅଟନ୍ତି,ଅଶଂଗ୍ରହଣ କରିବା ପାଇଁ ତୁମକୁ ଗୋଟିଏ ଗୋଷ୍ଠୀ ସଦସ୍ଯ ପରି ନିମନ୍ତ୍ରଣ କରୁଛୁ ଏକ ନୂଆ ଉପୟୋଗକର୍ତ୍ତା ପରି, ସାହାୟ୍ଯକରୀ ଉପୟୋଗକର୍ତ୍ତା ସୂଚନାରେ ତୁମେ ଓପନ ଅଫିସ.org ସାଇଟରେ ୟାଞ୍ଚକରିପାରବ
www.openoffice.org/about_us/introduction.html
ଓପନଅଫିସ.org ପ୍ରୋଜେକ୍ଟରେ ଜଡିତହେବା ବିଷଯରେ ନିମ୍ନ ବିଭାଗଗୁଡିକୁ ମଧ୍ଯ ପଢନ୍ତୁ
ସିସ୍ଟମ ଆବଶ୍ଯକୀଯଗୁଡିକ:
ଓପନଅଫିସ.orgରେ ଅସୁବିଧାଗୁଡିକ ଆରମ୍ଭ ହେଉଛି ( e.g. ପ୍ରଯୋଗଗୁଡିକ ଅଟକିବା) ମଧ୍ଯ ପର୍ଦ୍ଦା ପ୍ରଦର୍ଶନ ସହିତ ଲେଖାଚିତ୍ରଗୁଡିକର କାର୍ଡ ଚାଳକ ଦ୍ବାରା ସମସ୍ଯାଗୁଡିକ ପ୍ରାଯ ସବୁବେଳେ ଘଟେ ୟଦି ଏହି ସମସ୍ଯାଗୁଡିକ ଘଟେ,ଦଯାକରି ତୁମର ଲେଖାଚିତ୍ରଗୁଡିକର କାର୍ଡ ଚାଳକ ଅପଡେଟକର କିମ୍ବା ତୁମ କାର୍ୟ୍ଯକରିବା ସିସ୍ଟମ ସହିତ ଡେଲିଭରହୋଇଥିବା ଲେଖାଚିତ୍ରଗୁଡିକର ଚାଳକ ଉପୟୋଗକରିବାକୁ ଚେଷ୍ଟାକର 3D ବସ୍ତୁଗୁଡିକରେ ଦେଖାୟାଉଥିବା ଅସୁବିଧାଗୁଡିକ ବିକଳ୍ପକୁ ନିଷ୍କ୍ରିଯକରିବା ଦ୍ବାରା ବେଳେବେଳ ସମାଧାନ ହୁଏ "ଖୋଲା GLକୁ ଉପୟୋଗକର" ତଳେ 'ଟୁଲ୍ଗୁଡିକ - ବିକଳ୍ପଗୁଡିକ - ଦୃଶ୍ଯ - 3D ଦୃଶ୍ଯ'
ଓପନଅଫିସ.orgର ଗୋଟିଏ ପୁରୁଣା ଭାଷାନ୍ତରର ସହିତ ତୁମେ ଓପନଅଫିସ.org2.0କୁ ପ୍ରତିଷ୍ଠାପିତ କରିପାରିବୟଦି ତୁମେ ପଛରେ ଓପନଅଫିସ.orgର ଏକ ପୁରୁଣା ଭାଷାନ୍ତରକୁ ଅପ୍ରତିଷ୍ଠାପନ କରିବାକୁ ବାଛିବ,ତୁମେ ପ୍ରତିଷ୍ଠାପନ ପୋଗ୍ରାମର ନୂଆ ଭାଷାନ୍ତରକୁ ଡାକିବା ଉଚିତ ଏବଂ 'ମରାମତି'କୁ ବାଛନ୍ତୁଏହା ସୁନିଶ୍ଚିତ ୟେ ତୁମ ସିସ୍ଟମରେ ନୂଆ ଭାଷାନ୍ତର ଠିକ୍ ଭାବରେ ରେଜିଷ୍ଟର ହୋଇଛି
ଦଯାକରି ଟିପିରଖ ୟେ ଓପନଅଫିସ.org ଫର୍ମାଟରେ ନକଲକରିବା ଏବଂ ଲଗାଇବା ଭାଯା କ୍ଲିପବୋର୍ଡ ଓପନଅଫିସ.org1.x ଏବଂ ଓପନଅଫିସ.org2.0 ମଧ୍ଯରେ କାମକରୁନାହିଁୟଦି ଏହା ଘଟେ,ସମ୍ପାଦନ-ବିଶେଷ ଲଗାଇବାକୁ ବାଛନ୍ତୁ ଏବଂ ଓପନଅଫିସ.org ଛଡା ଅନ୍ଯ ଗୋଟିଏ ଫର୍ମାଟ ବାଛନ୍ତୁ,କିମ୍ବା ଓପନଅଫିସ.org2.0ରେ ସିଧାସଳଖଭାବରେ ଦଲିଲ ଖୋଲ
ଦଯକରି ନିଶ୍ଚିତ ହୁଅ ତୁମ ସିସ୍ଟମର କ୍ଷଣସ୍ଥାଯୀ ବିବରଣୀପଞ୍ଜିକାରେ ତୁମପାଖରେ ୟଥେଷ୍ଟ ମାଗଣା ସ୍ମୃତିଶକ୍ତି ଅଛି ଏବଂ ତାହା ପଢିବା, ଲେଖିବା, ଏବଂ ଚାଲୁ ପ୍ରବେଶ ଅଧିକାରଗୁଡିକ ପ୍ରଦାନ କରାୟାଇଛିପ୍ରତିଷ୍ଠାପନକୁ ଆରମ୍ଭ କରିବା ପୂର୍ବରୁ ସବୁ ଅନ୍ଯ ପୋଗ୍ରାମ ଗୁଡିକୁ ବନ୍ଦକର
ୟଦି ତୁମେ ଅନୁଭବକର ଓପନଅଫିସ. org ସମସ୍ଯା ଆରମ୍ଭକରେ (ଅଧିକ ଉଲ୍ଲେଖୟୋଗ୍ଯଭାବରେ ଜିନୋମି ଉପୟୋଗ ସମଯରେ) ଦଯାକରି 'ଅନସେଟ' SESSION_MANAGER ପରିବେଶ ଭିତର ପରିବର୍ତ୍ତନଶୀଳ ସେଲ ତୁମେ ଓପନଅଫିସ org କ ଆରମ୍ଭକରିବା ପାଇଁ ଉପୟୋଗକରଏହା ରେଖାଗୁଡିକୁ ମିଶାଇବା ଦ୍ବାରା ହୋଇପାରେ "ଅନସେଟ SESSION_MANAGER" "[ଅଫିସ ଫୋଲଡର]/ପୋଗ୍ରାମ" ବିବରଣୀପଞ୍ଜିକାରେ ସୋଫିସ ସେଲ ଲିପିର ଆରମ୍ଭ ମିଳିଲା
ଓପନଅଫିସ.orgରେ ସ୍କ୍ରିନ ପ୍ରଦର୍ଶନ ପାଇଁ ଏବଂ ମୁଦ୍ରଣକରିବା ପାଇଁ ଉପୟୋଗହେଇଥିବା ଫଣ୍ଟକୁ ତୁମ ସିସ୍ଟମ ରେ ଏକ ଭିନ୍ନ ପ୍ରତିଷ୍ଠାପିତ ଫଣ୍ଟ ସହିତ ସ୍ଥାନାନ୍ତର କରି ପୁନଃସ୍ଥାପନ କରିପାରିବ ଫଣ୍ଟ ପ୍ରତିସ୍ଥାପନ କାର୍ୟ୍ଯକୁ ଉପୟୋଗକରି ଏହା କରାୟାଇପରିବଫଣ୍ଟ ପ୍ରତିସ୍ଥାପନ ଟେବୁଲ ପାଇଁ 'ଟୁଲ ଗୁଡିକ-ବିକଳ୍ପଗୁଡିକ-ଓପନଅଫିସ.org-ଫଣ୍ଟ୍ଗୁଡିକ'ର ପ୍ରବେଶକୁ ବାଛନ୍ତୁ
ଓପନଅଫିସ.org. ଉପୟୋଗକର୍ତ୍ତା ଇଣ୍ଟରଫେସର ଫଣ୍ଟର ପରିବର୍ତ୍ତନ ପାଇଁ , ତୁମେ ଡିଫଲଡ ଫଣ୍ଟକୁ ପୁନଃସ୍ଥାପନକରିବାକୁ ପଡିବ"ଆଣ୍ଡାଲେ ସାନସ UI" ଅନ୍ଯ ଫଣ୍ଟ ସହିତ ଏବଂ ପୁନଃସ୍ଥାପନ ପାଇଁ "ସବୁବେଳେ" ସେଟିଙ୍ଗ ଚିହ୍ନଟକର
ଡାଇଲଗଟିର ଗୋଟିଏ ପୁଙ୍ଖାନୁପୁଙ୍ଖ ବ୍ଯଖ୍ଯା ପାଇଁ ଓପନଅଫିସ.org.କୁ ନିର୍ଦ୍ଦେଶକରି ସାହାୟ୍ଯ ପାଇଁ
କାର୍ୟ୍ଯକରିବା ସିସ୍ଟମ ଦ୍ବାରା ଉପୟୋଗହେଇନଥିବା କେବଳ ସଟ୍କଟ କିଗୁଡିକ(କି ସଂଘତିଗୁଡିକ) ଓପନଅଫିସ.orgରେ ଉପୟୋଗଦେବ ନାହିଁଓପନଅଫିସ.orgର ସାହାୟ୍ଯରେ ବର୍ଣ୍ଣନାହୋଇଥିବା ପରି ୟଦି କି ସଂଘତି ଓପନଅଫିସ.orgରେ କାର୍ୟ୍ଯ କରିବ ନାହିଁ,କାର୍ୟ୍ଯକାରୀ ସିସ୍ଟମ ଦ୍ବାରା ସେହି ସଟ୍କଟ ଉପୟୋଗ ହେଇଛି କି ୟାଞ୍ଚକରଏହି କଳହଗୁଡିକୁ ସଂଶୋଧନକରିବା ପାଇଁ,ତୁମର କାର୍ୟ୍ଯକରୀ ସିସ୍ଟମ ଦ୍ବାରା ତୁମେ କିଗୁଡିକର ପରିବର୍ତ୍ତନକୁ ନିର୍ଦ୍ଦିଷ୍ଟକରିପାରିବବୌକଳ୍ପିକଭାବରେ,ଓପନଅଫିସ.orgରେ ତୁମେ ୟେକୌଣସି କି ପଂକ୍ତିକରଣ ପ୍ରାଯ ପରିବର୍ତ୍ତନ କରିପାରିବଏହି ବିଷଯରେ ଅଧିକ ସୂଚନା ପାଇଁ,ଓପନଅଫିସ.org ସାହାୟ୍ଯ କିମ୍ବା ତୁମର କାର୍ୟ୍ଯକରିବା ସିସ୍ଟମର ସାହାୟ୍ଯ ପ୍ରାମାଣ୍ଯ ଦଲିଲ କୁ ନିର୍ଦ୍ଦେଶକର
ଡିଫଲଟ ସେଟିଙ୍ଗରେ, ଫାଇଲ ତାଲାପକାଇବା ଓପନଅଫିସ.orgରେ ବଦଳିୟାଇଛିଏହାକୁ ନିଷ୍କ୍ରିଯ କରିବା ପାଇଁ, ତୁମକୁ ଉଚିତ ପରିବେଶ ପରିବର୍ତ୍ତନଶୀଳ SAL_ENABLE_FILE_LOCKING=0 କୁ ସେଟ କରିବାକୁ ପଡିବ ଏବଂ SAL_ENABLE_FILE_LOCKING କୁ ରତ୍ପାନୀକର ସୋଫିସ ଲିପି ଫାଇଲରେ ଏହି ପ୍ରବେଶଗୁଡିକ ଆଗରୁ ସକ୍ଷମ ଫର୍ମରେ ଅଛି
ଚେତାବନୀ: ସଂଚାଳିତହୋଇଥିବା ଫାଇଲ ତାଲାପକାଇବା ବୌଶିଷ୍ଟ୍ଯ ୨.୫.୧ ଏବଂ ୨.୭ ସୋଲାରିସର ଅସୁବିଧାର କାରଣହୋଇପାରେ ଲିନକ୍ସ NFS 2.0 ସହିତ ସଂୟୋଗରେ ଉପୟୋଗହେବ ୟଦି ତୁମର ସିସ୍ଟମ ପରିବେଶ ଏହି ପାରାମିଟରଗୁଡିକ ଅଛି,ଆମେ ଦୃଢଭାବରେ ସୁପାରିଶ କରୁଛୁ ୟେ ତୁମେ ଫାଇଲ ତାଲାପକାଇବା ବୌଶିଷ୍ଟ୍ଯର ଉପୟୋଗକୁ ପରିହାର କରୁଛକିମ୍ବା,ଓପନଅଫିସ.org. ଅଟକିୟିବ ୟେତେବେଳେ ଏକ ଲିନକ୍ସ କମ୍ପ୍ଯୁଟରରୁ ଏକ NFS ପ୍ରସ୍ତୁତକରିରଖିବା ବିବରଣୀପଞ୍ଜିକାରୁ ତୁମେ ଏକ ଫାଇଲ ଖୋଲିବାକୁ ଚେଷ୍ଟାକର
ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୮, ୧୯୯୯ ଜେମସ କ୍ଲର୍କ ଅଶଂଗୁଡିକ ପ୍ରତିଲିପିସ୍ବତ୍ତ ୧୯୯୬,୧୯୯୮Netscape ୟୋଗାୟୋଗ ପ୍ରତିଷ୍ଠାନ
ଓପନଅଫିସ.org.ଗୋଷ୍ଠୀ ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଲ୍ଯ ପ୍ରୋଜ୍କ୍ଟର ବିକାଶରେ ତୁମର ସକ୍ରିଯ ଅଶଂଗ୍ରହଣରୁ ଅଧିକ ଲାଭପାଇଲା
ଗୋଟିଏ ଉପୟୋଗକର୍ତ୍ତା ପରି,ତୁମେ ପୂର୍ବରୁ ଏହି ଅନୁଚରବର୍ଗ ଉନ୍ନତି ପ୍ରକ୍ରିଯାରେ ଏକ ମୂଲ୍ଯବାନ ଅଶଂ ଅଟ ଏବଂ ଗୋଷ୍ଠୀ ପାଇଁ ଏକ ଦୀର୍ଘସ୍ଥାଯୀ ସାହାୟ୍ଯକାରୀ ହେବାକୁ ଦୃଶ୍ଯରେ ରଖି ଏକ ଅଧିକ ସଂକ୍ରିଯ ଭୂମିକା ନେବାକୁ ଆମେ ତୁମକୁ ପ୍ରୋତ୍ସାହନକରିବାକୁ ଚାହୁଁଛୁ ଦଯାକରି ୟୋଗଦିଅ ଏବଂ ଉପୟୋଗକର୍ତ୍ତା ପୃଷ୍ଠା ୟାଞ୍ଚକର: www.openoffice.org
ଦଯାକରି ସର୍ବନିମ୍ନ ଦ୍ରବ୍ଯ ରେଜିଷ୍ଟ୍ରେସନ ପ୍ରକ୍ରିଯାକୁ ସମାପ୍ତ କରିବା ପାଇଁ କିଛି ସମଯ ନିଅନ୍ତୁ ୟେତେବେଳେ ତୁମେ ସଫଟଉଏରକୁ ପ୍ରତିଷ୍ଠାପିତ କରିବୟେତେବେଳେ ରେଜିଷ୍ଟ୍ରେସନ ବୌକଳ୍ପିକ ହେବ,ଆମେ ତୁମକୁ ରେଜିଷ୍ଟର କରିବା ପାଇଁ ପ୍ରୋତ୍ସାହନ କରିବୁ,ସେପର୍ୟ୍ଯନ୍ତ ଗୋଷ୍ଠୀ ୟୁଗ୍ମ ସଫଟଉଏର ଅନୁଚରବର୍ଗ ତିଆରି କରିବାରେ ସୂଚନା ଦ୍ବାରା ସକ୍ଷମ ହୋଇଛି ଏବଂ ଠିକଣା ଉପୟୋଗକର୍ତ୍ତା ସିଧାସଳଖ ଦରକାର ଅଛିଏହାର ଗୋପନୀଯ ନୀତି ଦ୍ବାରା,ତୁମର ବ୍ଯକ୍ତିଗତ ତଥ୍ଯ ର ସୁରକ୍ଷା ପାଇଁ ଓପନଅଫିସ.org ସବୁପ୍ରକାରର ପୂର୍ବସର୍ତକତା ନେବ ୟଦି ତୁମେ ପ୍ରତିଷ୍ଠାପନ ସମଯରେ ରେଜିଷ୍ଟ୍ରେସନକୁ ଛାଡିୟିବ,ତୁମେ ଫେରିୟାଇପାର ଏବଂ ରେ ୟେକୌଣସି ସମଯରେ ରେଜିଷ୍ଟର କରିପାରିବwww.openoffice.org/welcome/registration-site.html
ଏକ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ମଧ୍ଯ ଅନଲାଇନରେ ସ୍ଥାନପାଇଛି ୟେଉଁଥିରେ ଆମେ ତୁମକୁ ଉତ୍ସାହନ କରୁଛୁ ପୂରଣକରିବା ପାଇଁ ଉପୟୋଗକର୍ତ୍ତା ପର୍ୟ୍ଯବେକ୍ଷଣ ଫଳାଫଳଗୁଡିକ ଓପନଅଫିସ.org.କୁ ସାହାୟ୍ଯ କରିବ ଅଧିକ ବେଗରେ ଘୁଞ୍ଚିବ ପରବର୍ତ୍ତୀ -ବଶଂବିସ୍ତାର ଅଫିସ ଅନୁଚରବର୍ଗ ପାଇଁ ନୂଆ ସ୍ଟାଣ୍ଡାଡଗୁଡିକ ସେଟିଙ୍ଗକରିବ ତାର ବ୍ଯକ୍ତିଗତ ନୀତି ଦ୍ବାରା, ଏହି ଓପନଅଫିସ.org. ତୁମର ବ୍ଯକ୍ତିଗତ ତଥ୍ଯକୁ ରକ୍ଷାକରିବା ପାଇଁ ଗୋଷ୍ଠୀ ପ୍ରତି ସର୍ତକତା ଗ୍ରହଣକରେ
ଜିଲା ଘଟଣାକୁ, ଆମ ୟନ୍ତ୍ରପାତି ପାଇଁ ରିପୋର୍ଟକରିବାକୁ,ଟ୍ରାକକରିବାକୁ ଏବଂ ବଗ ଏବଂ ଘଟଣା ସମାଧାନ କରିବାକୁ ଓପନଅଫିସ.org ଉଏବ୍ସାଇଟ ଆୟୋଜନକରିଛି ସମସ୍ତ ଉପୟୋଗକର୍ତ୍ତାମାନଙ୍କୁ ୟୋଗ୍ଯ ଅନୁଭବକରିବା ପାଇଁ ଆମେ ପ୍ରୋତ୍ସାହନକରୁଛୁ ଏବଂ ଘଟଣାଗୁଡିକୁ ରିପୋର୍ଟକରିବାକୁ ସ୍ବାଗତକରୁଛୁ ୟାହା ତୁମର ନିଦ୍ଦିଷ୍ଟ ପ୍ଲାଟ୍ଫର୍ମରେ ଦେଖାୟାଇପାରେଘଟଣାଗୁଡିକର ଶକ୍ତି ପୂର୍ଣ୍ଣ ରିପୋର୍ଟକରିବା ହେଇଛି ଏକ ଗୁରୁତ୍ବପୂର୍ଣ୍ଣ ସାହାୟ୍ଯ ତାହା ଚାଳିଥିବା ଉନ୍ନତିକୁ ଏବଂ ଅନୁଚରବର୍ଗର ବିକାଶକୁ ଉପୟୋଗକର୍ତ୍ତା ଗୋଷ୍ଠୀ ତିଆରି କରିପାରିବେ
ଏଠାରେ କେତେକ ଅଳ୍ପ ପ୍ରୋଜେକ୍ଟ ମେଲିଙ୍ଗ ତିଲିକା ଅଛି ୟେଉଁଥିରେ ତୁମେ ସ୍ବୀକାରକରିପାରwww.openoffice.org/mail_list.html
ୟଦି ତୁମ ପାଖରେ ସଫଟ୍ଉଏର ଡିଜାଇନ କିମ୍ବା କୋଡିଙ୍ଗ ଅନୁଭୂତି ଅଛି ଏହି ଗୁରୁତ୍ବପୂର୍ଣ୍ଣ ଖୋଲା ମୂଳ ପ୍ରୋଜେକ୍ଟରେ ତୁମେ ପ୍ରଧାନ ଆଶିଂକ ସାହାୟ୍ଯ କରିପାରହଁ,ତୁମେ!
ରେhttp://projects.openoffice.org/index.htmlକେତେକ ପ୍ରକୃତ ମୂଳ କୋଡିଙ୍ଗ ପ୍ରୋଜେକ୍ଟଗୁଡିକ ପାଇଁ ସ୍ଥାନୀଯକରଣ,ପୋର୍ଟିଙ୍ଗ ଏବଂ ସମୂହ ତରଙ୍ଗରୁ ପ୍ରୋଜେକ୍ଟ ଗୁଡିକର ପରିସରଗୁଡିକୁ ତୁମେ ପାଇବ ୟଦି ତୁମେ ଏକ ଡେଭଲପର ନୁହଁ, ମାର୍କେଟିଙ୍ଗ ପ୍ରୋଜେକ୍ଟ କିମ୍ବା ପ୍ରାମାଣ୍ଯ ଦଲିଲକୁ ଚେଷ୍ଟକର ମାର୍କେଟିଙ୍ଗ ଖୋଲା ମୂଳ ସଫଟଉଏର ପାଇଁ ଉଭଯ ଗୁଏରିଲା ଏବଂ ପରମ୍ପରା ବାଣିଜ୍ଯ ସମ୍ବନ୍ଧୀଯ ଟେକନିକ ଗୁଡିକ ଓପନଅଫିସ.org ମାର୍କେଟିଙ୍ଗ ପ୍ରୋଜେକ୍ଟ ଲାଗୁକରୁଛି, ଏବଂ ଆମେ ଭାଷା ଏବଂ ସଂସ୍କୃତି ବାଧାଗୁଡିକୁ ଅତିକ୍ରମ କରି ଏହା କରୁଛୁ,ତେଣୁ ଶବ୍ଦକୁ ପ୍ରସାରିତକରି ଏବଂ ସାଙ୍ଗକୁ ଏହି ଅଫିସ ଅନୁଚରବର୍ଗ ବିଷଯରେ କହି ତୁମେ କେବଳ ସାହାୟ୍ଯ କରିପାରିବ
ମାର୍କେଟିଙ୍ଗ କରିବାର ୟୋଗାୟୋଗଗୁଡିକ ଏବଂ ଏଠାରେ ସୂଚନା ନେଟଉଆର୍କ ଦ୍ବାରା ତୁମେ ସାହାୟ୍ଯ କରିପାର: http://marketing.openoffice.org/contacts.html ୟେଉଁଠାରେ ତୁମେ ତୁମ ଦେଶରେ ଏବଂ ସ୍ଥାନୀଯ ଗୋଷ୍ଠୀରେ ପ୍ରେସ,ମିଡିଆ,ସରକାରୀ ଅନୁଷ୍ଠାନ,ପରାମର୍ଶ ଗ୍ରହଣକାରୀ,ସ୍କୁଲଗୁଡିକ,ଲିନକ୍ସ ଉପୟୋଗକାରୀ ସମୂହଗୁଡିକ ଏବଂ ଡେଭଲପରଗୁଡିକ ସହିତ ବିନ୍ଦୁ ୟୋଗାୟୋଗ ସମ୍ପର୍କ ଆଯୋଜନ କରିପାରିବ
ଓପନଅଫିସ.org 2.0 ଅଫିସ ଅନୁଚରବର୍ଗ ସହିତ ସାହାୟ୍ଯ କରିବା ପାଇଁ, 'users@openoffice.org' ମେଲିଙ୍ଗ ତାଲିକାରେ ପ୍ରଶ୍ନଗୁଡିକ ଖୋଜିବା ପାଇଁ ନଥିପତ୍ରଗୁଡିକ ଦେଖ ୟାହାକି ପୂର୍ବରୁ ଉତ୍ତରଦିଆସରିଛି www.openoffice.org/mail_list.html. ବୌକଳ୍ପିକଭାବରେ, ତୁମେ ତୁମ ପ୍ରଶ୍ନଗୁଡିକ users@openoffice.org. କୁ ପଠାଇ ପାରିବ.ଇ-ମେଲ ଉତ୍ତର ପାଇବା ପାଇଁ ତାଲିକାକୁ ସ୍ବୀକାରକରିବାକୁ ସ୍ମରଣକର
ରେ FAQ ବିଭାଗକୁ ମଧ୍ଯ ୟାଞ୍ଚକର http://user-faq.openoffice.org/.
ଗୋଟିଏ କିମ୍ବା ଅଧିକ ମେଲିଙ୍ଗ ତାଲିକାଗୁଡିକ ପ୍ରତିଶ୍ରୃତିଦେବା ପାଇଁ ସୁବିଧା ଉପାଯ ଆରମ୍ଭକୁ, ଛପାରହିବା ସମଯରେ, ଏବଂ ଓପନଅଫିସ.org ମୂଳ କୋଡ ଅକ୍ଟୋବର ୨୦୦୦ରେ ମୁକ୍ତିଲାଭ କଲା ସମଯରୁ ବିଭିନ୍ନ ଆବରଣହୋଇଥିବା ପ୍ରସଙ୍ଗଗୁଡିକ ତୁମ ସହିତ ଜଣାସୁଣା କରିବା ପାଇଁ ସାଧାରଣଭାବରେ ମେଲ ନଥିପତ୍ରଗୁଡିକୁ ଉପୟୋଗକରାୟାଏତୁମ ସୁବିଧା ଅନୁସାରେ,ଇମେଲ ନିଜର-ପରିଚଯ ପଠାଇବା ଏବଂ ଜଲଦି ଲେଖିବା କେବଳ ତୁମକୁ କରିବାକୁ ହେବୟଦି ତୁମେ ଖୋଲା ମୂଳ ପ୍ରୋଜେକ୍ଟ ଗୁଡିକ ସହିତ ଜଣାସୁଣା,ଆମର କୁ-ଡୋଜ ତାଲିକାକୁ ୟାଞ୍ଚକର ଏବଂ ରେ ସହିତ ସାହାୟ୍ଯ କରବା ପାଇଁ ଏମିତି କିଛି ଅଛିକି http://development.openoffice.org/todo.html.
ଆମେ ଆଶାକରୁଛୁ ନୂଆ ଓପନଅଫିସ.org 2.0 ସହିତ କାମକରି ତୁମେ ଉପଭୋଗକରିବ ଏବଂ ଅନଲାଇନରେ ଆମ ସହିତ ୟୋଗଦେବ
ଓପନଅଫିସ.org ଗୋଷ୍ଠୀ